ଅନୁଭୂତ ହେଲା ମୃଦୁଭୂମିକମ୍ପ

କନ୍ଧମାଳ(ଏଏନଏସ) ୧୪/୧୦, ଗତକାଲି ରାତିରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଯାଇଛି । ଫଳରେ ଲୋକମାନଙ୍କ ଭିତରେ ଭୟ ସୃଷ୍ଟି କରିଥିଲା । ଘରର କାନ୍ଥ ଫାଟିଥିବାର ମଧ୍ୟ ଦେଖିବାକୁ ମିଳିଛି । ଲୋକେ ରାତିରେ ଘର ଛାଡ଼ି ପଦାକୁ ବାହାରି ଆସିଥିଲେ । ଯାହାକି ଅଞ୍ଚଳବାସୀଙ୍କ ଭିତରେ ଭୟର ବାତାବରଣ ଖେଳାଇ ଦେଇଛି ।

Leave A Reply

Your email address will not be published.