You are currently viewing ଦାରିଂବାଡ଼ିରେ ଭୂକମ୍ପ

ଦାରିଂବାଡ଼ିରେ ଭୂକମ୍ପ

ଦାରିଂବାଡ଼ି, ଆଜି ରାତି 9.45ମିନିଟରେ ଦାରିଂବାଡ଼ିରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା। ସେଠାରେ ଥିବା ପର୍ଯ୍ୟଟକମାନେ ଭୟଭୀତ ହୋଇ ହୋଟେଲ ବାହାରକୁ ବାହାରି ଆସିଥିଲେ। ଏହି ମୃଦୁ ଭୂକମ୍ପ ରେ କୌଣସି କ୍ଷୟକ୍ଷତି ହୋଇଥିବାର ଖବର ମିଳିନଥିଲେ ହେଁ, ବାହାରୁ ଆସିଥିବା ପର୍ଯ୍ୟଟକମାନେ ଭୟଭୀତ ହୋଇଯାଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।