ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି

କଳାହାଣ୍ଡି – କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀଙ୍କ ମୃତ୍ୟୁ ଚିନ୍ତାର କାରଣ ହୋଇଛି । 6ଟି ହାତୀଙ୍କର ମୃତ୍ୟୁ ହୋଇସାରିଲାଣି । ହାତୀ ମୃତ୍ୟୁର ପ୍ରାଥମିକ ରିପୋର୍ଟ ସାହାଣ ରୋଗ ରହିଛି । ପୁର୍ନ ଅନୁଧ୍ୟାନ ଲାଗି ଗତକାଲି 3 ଜଣିଆ କେନ୍ଦ୍ରୀୟ ଟିମ ଅଭୟାରଣ୍ୟ ଗସ୍ତରେ ଯାଇଥିଲେ ।କିନ୍ତୁ ଏବେ ଆଉ ଏକ ହାତୀ ମୃତ୍ୟୁର ଖବର ଆସିଛି ।ଘୁଷୁରିଗୁଡ଼ି ଅଞ୍ଚଳରୁ ଏକ ଛୁଆ ହାତୀର ଗଳିତ ମୃତଦେହ ଠାବ ହୋଇଛି । ଏନେଇ ୨୦ ଦିନ ମଧ୍ୟରେ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ହୋଇଛି।

Leave A Reply

Your email address will not be published.