ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ୧୧ କରୋନା ପଜିଟିଭ ଚିହ୍ନଟ , ସୁସ୍ଥ ସଂଖ୍ୟା ୧୯ ରହିଛି |ସଙ୍ଗରୋଧ କେନ୍ଦ୍ରରୁ ୩ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୮ ରହିଛି | ଯାହା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି |

ତେବେ ଭୁବନେଶ୍ୱରରୁ ମୋଟ କୋଭିଡ ପଜିଟିଭ ସଂଖ୍ୟା ୩୧୬୭୫ ,ସୁସ୍ଥ ସଂଖ୍ୟା ୩୧୨୧୨ ,ମୃତ୍ୟୁ ସଂଖ୍ୟା ୨୪୨ ରହିଛି |ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ୨୦୦ ରହିଛି |