ଭୁବନେଶ୍ୱର, ଅନ୍ଲାଇନ ଠକେଇ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ପୋଲିସ କମିସନରଙ୍କ ନାଁରେ ଫେସବୁକ୍ରେ ଆକାଉଣ୍ଟ କରି ଦୁର୍ବୁତ୍ତ ମାଗୁଛନ୍ତି ଟଙ୍କା । ପ୍ରଥମେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଛନ୍ତି, ପରେ ଟଙ୍କା ମାଗୁଛନ୍ତି । ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀଙ୍କ ନାଁରେ ନକଲି ଫେସବୁକ୍ ଆକାଉଣ୍ଟ ଖୋଲାଯାଇଛି । ଫେକ୍ ଆକାଉଣ୍ଟର ପ୍ରୋଫାଇଲରେ ପୁଲିସ କମିସନରଙ୍କ ଫଟୋକୁ ରଖି ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଉଛନ୍ତି ଦୁର୍ବୃତ୍ତ । ଆଉ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆକ୍ସେପ୍ଟ କରିବା ପରେ ଚାଟ୍ କରି ଟଙ୍କା ମାଗୁଛନ୍ତି ଦୁର୍ବୃତ୍ତ । ମିଳିଥିବା ସୂଚନା ମୁତାବକ, ହିନ୍ଦୀ ଭାଷାରେ ଚାଟ୍ କରୁଥିବା ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କା ମାଗିଥିଲେ । ଗୁଗୁଲ ପେ’ରେ ଟଙ୍କା ଦେବା ପରେ ସ୍କ୍ରିନସଟ୍ ଦେବା ପାଇଁ କହିବା ସହ ସକାଳ ୧୦ଟା ବେଳକୁ ଫୋନ କରିବାକୁ କହିଥିଲା ଦୁର୍ବୃତ୍ତ ।
ଚିକିତ୍ସା ଅଭାବରୁ ମେଡିକାଲରେ ଚାଲିଗଲା ରୋଗୀଙ୍କ ଜୀବନମନରୁ ପାପ ଦୂର କରିବା ପାଇଁ କରନ୍ତୁ ମା’ ଗୌରୀଙ୍କ ପୂଜାANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ