ଭୁବନେଶ୍ୱର -୧୮.୦୫.୨୦୨୧, ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଲକଡାଉନ ସଟଡାଉନ ଲାଗୁ ହୋଇଛି । ଲକଡାଉନ କରି ରାଜ୍ୟରେ ସଂକ୍ରମଣ କମେଇବା ଉଦ୍ଦେଶ୍ୟ ରଖାଯାଇଥିବାବେଳେ ଫେକ ଆଇଡି ତିଆରି କରି ନିୟମର ଉଲଘଂନ କରୁଥିଲେ କିଛି ଲୋକ । ଫେକ ପାସ ପାଇଁ ସେମାନଙ୍କୁ ମାତ୍ର ୫୦ ଟଙ୍କା ଦେବାକୁ ପଡୁଥିଲା । ଫେକ ଆଇକାର୍ଡ ପ୍ରସ୍ତୁତ କରୁଥିବା ଦୋକାନକୁ ଭୁବନେଶ୍ବର ଡମଣା ମାର୍କେଟରେ ଚଢ଼ଉ କରିଲା ପୋଲିସ । ଫେକ ଆଇକାର୍ଡ ତିଆରି କରି ୫୦ ଟଙ୍କାରେ ବିକିବା ଅଭିଯୋଗରେ ଜଣକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣକ ବିଭିନ୍ନ କମ୍ପାନୀର ଫେକ ଲୋଗୋ ଲଗାଇ ବିକ୍ରି କରୁଥିଲା ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍