You are currently viewing ରାମ ନବମୀ ମହୋତ୍ସବ ପାଇଁ ରାଫିଡ ଆସ୍କନ ଫୋର୍ସର ଫ୍ଲାଗମାର୍ଚ୍ଚ

ରାମ ନବମୀ ମହୋତ୍ସବ ପାଇଁ ରାଫିଡ ଆସ୍କନ ଫୋର୍ସର ଫ୍ଲାଗମାର୍ଚ୍ଚ

  • Post category:ଓଡିଶା
  • Reading time:1 mins read

ଭଦ୍ରକ(ଏଏନଏସ)୨୧/୦୩ ପବିତ୍ର ଶ୍ରୀରାମ ନବମୀ ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହିତ ସମାପିତ କରିବା ପାଇଁ ଭଦ୍ରକରେ 60 ଜଣିଆ ରାପିଡ଼ ଏକ୍ସନ ଫୋର୍ସ ପହଞ୍ଚିଛନ୍ତି. ସେମାନେ ଆଜିଠାରୁ ସହରରେ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ ଆରମ୍ଭ କରିଛନ୍ତି. ଆଜି ଭଦ୍ରକ ବନ୍ତ ଛକ ଠାରୁ ଏହି ଫ୍ଲାଗ ମାର୍ଚ୍ଚ ଆରମ୍ଭ ହୋଇଛି. ଅପରାହ୍ନ 4 ଟା ବେଳେ ପୁରୁଣା ବଜାର ଅଞ୍ଚଳର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ ହେବ.ଏହି ଫ୍ଲାଗ ମାର୍ଚ୍ଚରେ ଜିଲ୍ଲା ପୋଲିସରେ ବରିଷ୍ଠ ଅଧିକାରୀ ମନେ ଉପସ୍ଥିତ ରହିଛନ୍ତି. ପବିତ୍ର ଶ୍ରୀରାମ ନବମୀକୁ କିପରି ଶାନ୍ତି ଶୃଙ୍ଖଳାର ସହିତ ସମାପନ କରାଯିବ ସମସ୍ତଙ୍କ ଭିତରେ ଭାଇ ଚାରା ସୃଷ୍ଟି କରି ଶାନ୍ତି ପୂର୍ଣ୍ଣ ବାତାବରଣ ଲକ୍ଷ୍ୟ ଉଦ୍ୟେଶରେ ଭଦ୍ରକ ପ୍ରଶାସନ ପକ୍ଷରୁ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିଲା.

ଅନ୍ୟମାନଙ୍କୁ ଜଣାନ୍ତୁ।