ଲାଇନଚ୍ୟୁତ‌ ମାଲବାହୀ ଟ୍ରେନ୍

କୋରାପୁଟ, କୋରାପୁଟ-ଜୟପୁର ମଝିରେ  ମାନବାର ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଲୁହାପଥର ଗୁଣ୍ଡ ବୋଝେଇ ଟ୍ରେନ୍‌ର ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ମରାମତି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମାଲଗାଡ଼ି କିରଣ୍ଡଲରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା ଏହି ଟ୍ରେନ ବୋଲି ଜଣା ପଡ଼ିଛି ।

Leave A Reply

Your email address will not be published.