ପଣାସଂକ୍ରାନ୍ତିରେ ମନ୍ଦିର ଯିବା ମନା

ଭୁବନେଶ୍ୱର, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆସନ୍ତା କାଲି ପଣାସଂକ୍ରାନ୍ତି ବା ଓଡିଆଙ୍କ ନବବର୍ଷ ଉପଲକ୍ଷେ ମନ୍ଦିରରେ ଗହଳିକୁ ଏଡାଇବା ପାଇଁ କଟକଣା ଜାରି କରିଛି ବିଏମସି । ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର ଯିବା ପାଇଁ ମନା ହୋଇଛି । କେବଳ ପୂଜକଙ୍କୁ ନେଇ ମନ୍ଦିରରେ ରୀତିନୀତି ହେବ । ଗହଳି, ପଣା ପାନ ଓ ସାଂସ୍କୃତିକ ଉତ୍ସବ ଉପରେ କଟକଣା ଲଗାଇଛି ବିଏମସି ।

Leave A Reply

Your email address will not be published.