ଆନ୍ଧ୍ରର ଦାଦାଗିରି

ଭୁବନେଶ୍ୱର, ଛତିଶଗଡ ଓଡିଶା ମଧ୍ୟରେ ମହାନଦୀ ଜଳ ବିବାଦକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ପଡୋଶୀ ରାଜ୍ୟ ଆନ୍ଧ୍ରର ଦାଦାଗିରି ଚରମ ସୀମାରେ ପହଞ୍ଚିଛି । ଆମ ରାଜ୍ୟର କୋଟିଆ ଅଞ୍ଚଳକୁ ଅକ୍ତିଆର କରିବା ପାଇଁ ଆନ୍ଧ୍ର ଚଳାଇଛି ନୂତନ ଷଡଯନ୍ତ୍ର । ଏହି ବିବାଦୀୟ ଅଞ୍ଚଳରେ ଆନ୍ଧ୍ର ସରକାର ନିର୍ବାଚନ ପାଇଁ ତାରିଖ ଘୋଷଣା କରି ଏହାକୁ ନିଜ ଅକ୍ତିଆରେ କରିବା ପାଇଁ ଚେଷ୍ଟା କଲେଣି । ଏଠାରେ ସୂଚନା ଯୋଗ୍ୟ ଯେ, କୋଟିଆ ଗ୍ରାମପୁଞ୍ଜକୁ ନେଇ ଦୀର୍ଘଦିନ ହେବ ଓଡିଶା ଓ ଆନ୍ଧ୍ର ସୀମାରେ ବିବାଦ ଲାଗି ରହିଛି ।

Leave A Reply

Your email address will not be published.