ଭୁବନେଶ୍ୱର, ଧରାପଡିଲା ଗ୍ୟାଙ୍ଗଷ୍ଟାର ହାଇଦର । ଏସସିବିରେ ଚିକିତ୍ସିତ ହେଉଥିବା ସମୟରେ ଫେରାର ହୋଇଯାଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର । ହାଇଦରକୁ ତେଲେଙ୍ଗାରୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ ପୋଲିସ ।
ଏଠାରେ ସୂଚନାଯୋଗ୍ୟଯେ, ହାଇଦର ଫେରାର ହେବା ପରେ କମିଶନରେଟ ପୋଲିସ ର ୪ ଟି ଟିମ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ର, ତେଲେଙ୍ଗାନାକୁ ପଠାଯାଇଥିଲା । ପରେ ହାଇଦର ତେଲେଙ୍ଗାନାରେ ଥିବା ନେଇ ସୁରାକ ପାଇଥିଲା କମିଶନରେଟ ପୋଲିସ । ଗତକାଲି କମିଶନରେଟ ପୋଲିସ ହାଇଦରକୁ ତେଲେଙ୍ଗନାରୁ ଗିରଫ କରି ବିମାନରେ ଭୁବନେଶ୍ବର ଆଣିଥିଲା । ସୂଚନାଅନୁସାରେ କଡା ସୁରକ୍ଷା ମଧ୍ୟରେ ହାଇଦରକୁ ଭୁବନେଶ୍ୱରରୁ ଡିସିପିଙ୍କ କାର୍ଯ୍ୟାଳୟକୁ ନିଆଯାଇଛି ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST