କୋରାପୁଟ, କୋଟିଆରେ ହେଲିପ୍ୟାଡ୍ ନିର୍ମାଣ କରାଯିବ। ଏଥିନେଇ ଜାଗା ଚିହ୍ନଟ କରାଯାଇଛି। ସରକାରଙ୍କ ଠାରୁ ସବୁଜସଙ୍କେତ ମିଳିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ। ଏହି ହେଲିପ୍ୟାଡ୍ ନିର୍ମାଣ ହେଲେ ଏଠାକୁ ପୁଲିସ ଫୋର୍ସ ଓ ଅଧିକାରୀମାନେ ଯିବା ସହଜ ହୋଇପାରିବ। ଅପରପକ୍ଷରେ କୋଟିଆ ଥାନାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଥାନା ଓ ହେଲିପ୍ୟାଡ୍ ହେଲେ କୋଟିଆର ବିକାଶ ତ୍ବରାନ୍ବିତ ହୋଇପାରିବ ବୋଲି ଅନୁମାନ କରାଯାଉଛି।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି