ଭୁବନେଶ୍ୱର, ଆଜି ବିଧାନସଭା ଗୃହରେ ପ୍ରଶ୍ନକାଳ ସମୟରେ ରାଜ୍ୟରେ ବାଲିର ଚେରାଚାଲାଣକୁ ନେଇ ଉଭୟ ବିଜେଡି ଓ ବିଜେପି ସରକାରଙ୍କୁ ଘେରିଥିଲେ ।
ରାଜ୍ୟରେ ବ୍ୟାପକ ବାଲି ଚୋରି ହେଉଥିବାବେଳେ ସରକାର କାହିଁକି ନୀରବ ଦ୍ରଷ୍ଟା ସାଜିଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ସଦସ୍ୟମାନେ । ଏପରିକି ବାଲି ନୀତି କାହିଁକି କାର୍ଯ୍ୟକାରୀ କରୁନାହଁ ବୋଲି ବାଚସ୍ପତି ସରକାରଙ୍କୁ ପ୍ରଶ୍ନ କରିଥିଲେ ।