ଭୁବନେଶ୍ବର, ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଦିନକୁ ଦିନ ରାଜ୍ୟର ତାପମାତ୍ରା ବୃଦ୍ଧି ପାଇବାରେ ଲାଗି ରହିଛି । ରାଜ୍ୟରେ ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ୪୨.୨ ଡିଗ୍ରୀ ସହ ଟିଟିଲାଗଡ଼ ଆଜିର ସବୁଠୁ ଉତ୍ତପ୍ତ ସହର । ବାରିପଦା ୪୨ ଡିଗ୍ରୀ, ବଲାଙ୍ଗିର ୪୧.୫ ଡିଗ୍ରୀ, ସମ୍ବଲପୁର ୪୧.୨ ଡିଗ୍ରୀ, ଝାରସୁଗୁଡ଼ା ୪୧.୨ ଡିଗ୍ରୀ, ଅନୁଗୁଳ ଓ ହୀରାକୁଦ ୪୧.୧ ଡିଗ୍ରୀ, ମାଲକାନଗିରି ୪୧ଡିଗ୍ରୀ, ଭବାନୀପାଟଣା ୪୦.୮ ଡିଗ୍ରୀ, ଭୁବନେଶ୍ବର ୪୦.୫ ଡିଗ୍ରୀ, ତାଳଚେର ଓ ନୟାଗଡ଼ ୪୦.୩ ଡିଗ୍ରୀ, କଟକ ଓ ବାଲେଶ୍ବର ୪୦ ଡିଗ୍ରୀ ତାପମାତ୍ରା ରହିଛି ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST