ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ କାଲିଠାରୁ ହାଉସ ସର୍ଜନଙ୍କ ‘କାମ ବନ୍ଦ’

ଭୁବନେଶ୍ୱର: ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ କାଲିଠାରୁ ହାଉସ ସର୍ଜନଙ୍କ ‘କାମ ବନ୍ଦ’ । କାଲିଠୁ ଅନିର୍ଦିଷ୍ଟ କାଳ ଯାଏ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ହାଉସ ସର୍ଜନ ।ସୂଚନା ଅନୁସାରେ କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ହାଉସ ସର୍ଜନମାନେ ଏହି ନିଷ୍ପତ୍ତି ନେଇଛନ୍ତି | ଜାନୁଆରି ୨୨ରୁ କଳାବ୍ୟାଚ ପିନ୍ଧି କାମ କରୁଥିଲେ ହାଉସ ସର୍ଜନ , ହେଲେ ଏପର୍ଯ୍ୟନ୍ତ ସରକାର ଟଙ୍କା ଦାବି ପୂରଣ କଲେ ନାହିଁ |

Leave A Reply

Your email address will not be published.