କିପରି ବଞ୍ଚାଇବେ ଗୃହକୁ ଖରାପ ନଜରରୁ

ଜୀବନରେ ସବୁକିଛି ହସଖୁସିରେ ଚାଲିଥିବା ସମୟରେ ହଠାତ ଘରକୁ ଚାଲିଆସେ ଦୁଖ କଳହ । ଘରର ଲୋକ ରୋଗାଗ୍ରସ୍ତ ହୁଅନ୍ତି । ବ୍ୟକ୍ତି ଭାବିବାକୁ ବାଧ୍ୟ ହୁଏକି ହସୁଥିବା ଖେଳୁଥିବା ଘରକୁ କାହାର ନଜର ଲାଗିଯାଏ । ଏହାଦ୍ୱାରା ଜ୍ୟୋତିଷଶାସ୍ତ୍ରରେ ବହୁତ ଉପାୟ ବିଷୟରେ କୁହାଯାଇଛି ଯାହା ଖରାପ ନଜରରୁ ରକ୍ଷା କରିଥାଏ ।
ଘରକୁ ଖରାପ ନଜରରୁ ବଞ୍ଚାନ୍ତୁ : ଘରକୁ ସବୁବେଳେ କାହାର ନା କହାର ନଜର ଲାଗିଯାଏ । ତେବେ ଘରର ମୁଖ୍ୟ ଦ୍ୱାରରେ ଅଶୋକପତ୍ରର ବନ୍ଧନବାଲ ଶୁକ୍ରମାର ଦିନ ହୋଇଥାଏ । ମାନ୍ୟତଅଛିକି ଅଶୋକପତ୍ରକୁ ବନ୍ଧନବାର ଘରକୁ ଶକ୍ତି ଓ ନକରାତ୍ମକ ଉର୍ଜ୍ଜା ଦୂର ହୋଇଥାଏ । ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଘରକୁ ଖରାପ ନଜରରୁ ବଞ୍ଚାଇବା ପାଇଁ ମୁଖ୍ୟ କବାଟ ଉପରେ ମୟୂର ଚିତ୍ର ଲଗାନ୍ତୁ । ଏପରି କରିବା ଦ୍ୱାରା ଘରକୁ ଆସୁଥିବା ଖରାପ ଶକ୍ତି ଟଳିଯାଏ । ଘରେ କୌଣସି ବାଧା ହେଲେ ଘରେ ଗଙ୍ଗାଜଳ ଛିଞ୍ଚନ୍ତୁ । ଘର ଚୌକାଠରେ ହଳଦୀ ପାଣି ଢାଳନ୍ତୁ । ଏହାଦ୍ୱାରା ଘରକୁ ଖରାପ ନଜରରୁ ବଞ୍ଚାଇଯାଇପାରିବ । ଯଦି ପିଲାଙ୍କ ଉପରେ କିଛି ଖରାପ ନଜର ପଡିଯାଏ ତେବେ ଲୁଣ , ପିଆଜ ଖଣ୍ଡ, ରସୁଣ ଓ ଶୁଖିଲା ଲାଲ ଲଙ୍କାକଚ ସାତଥର ପିଲା ଉପରେ ବୁଲାଇ ଆଣି ଜଳୁଥିବା ଅଙ୍‌ଗାର ଉପରେ ପକାଇ ଦିଅନ୍ତୁ । ସେଥିରୁ ଯଦି ଗନ୍ଧ ନବାହାରେ ତେବେ ଜାଣିବେ ଯେ ପିଲାକୁ ନଜର ଲାଗିଛି ।

Leave A Reply

Your email address will not be published.

4 × four =