ଜୀବନରେ ସବୁକିଛି ହସଖୁସିରେ ଚାଲିଥିବା ସମୟରେ ହଠାତ ଘରକୁ ଚାଲିଆସେ ଦୁଖ କଳହ । ଘରର ଲୋକ ରୋଗାଗ୍ରସ୍ତ ହୁଅନ୍ତି । ବ୍ୟକ୍ତି ଭାବିବାକୁ ବାଧ୍ୟ ହୁଏକି ହସୁଥିବା ଖେଳୁଥିବା ଘରକୁ କାହାର ନଜର ଲାଗିଯାଏ । ଏହାଦ୍ୱାରା ଜ୍ୟୋତିଷଶାସ୍ତ୍ରରେ ବହୁତ ଉପାୟ ବିଷୟରେ କୁହାଯାଇଛି ଯାହା ଖରାପ ନଜରରୁ ରକ୍ଷା କରିଥାଏ ।
ଘରକୁ ଖରାପ ନଜରରୁ ବଞ୍ଚାନ୍ତୁ : ଘରକୁ ସବୁବେଳେ କାହାର ନା କହାର ନଜର ଲାଗିଯାଏ । ତେବେ ଘରର ମୁଖ୍ୟ ଦ୍ୱାରରେ ଅଶୋକପତ୍ରର ବନ୍ଧନବାଲ ଶୁକ୍ରମାର ଦିନ ହୋଇଥାଏ । ମାନ୍ୟତଅଛିକି ଅଶୋକପତ୍ରକୁ ବନ୍ଧନବାର ଘରକୁ ଶକ୍ତି ଓ ନକରାତ୍ମକ ଉର୍ଜ୍ଜା ଦୂର ହୋଇଥାଏ । ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଘରକୁ ଖରାପ ନଜରରୁ ବଞ୍ଚାଇବା ପାଇଁ ମୁଖ୍ୟ କବାଟ ଉପରେ ମୟୂର ଚିତ୍ର ଲଗାନ୍ତୁ । ଏପରି କରିବା ଦ୍ୱାରା ଘରକୁ ଆସୁଥିବା ଖରାପ ଶକ୍ତି ଟଳିଯାଏ । ଘରେ କୌଣସି ବାଧା ହେଲେ ଘରେ ଗଙ୍ଗାଜଳ ଛିଞ୍ଚନ୍ତୁ । ଘର ଚୌକାଠରେ ହଳଦୀ ପାଣି ଢାଳନ୍ତୁ । ଏହାଦ୍ୱାରା ଘରକୁ ଖରାପ ନଜରରୁ ବଞ୍ଚାଇଯାଇପାରିବ । ଯଦି ପିଲାଙ୍କ ଉପରେ କିଛି ଖରାପ ନଜର ପଡିଯାଏ ତେବେ ଲୁଣ , ପିଆଜ ଖଣ୍ଡ, ରସୁଣ ଓ ଶୁଖିଲା ଲାଲ ଲଙ୍କାକଚ ସାତଥର ପିଲା ଉପରେ ବୁଲାଇ ଆଣି ଜଳୁଥିବା ଅଙ୍ଗାର ଉପରେ ପକାଇ ଦିଅନ୍ତୁ । ସେଥିରୁ ଯଦି ଗନ୍ଧ ନବାହାରେ ତେବେ ଜାଣିବେ ଯେ ପିଲାକୁ ନଜର ଲାଗିଛି ।
ରାସ୍ତାକଡକୁ ଖସିଲା ଯାତ୍ରୀବାହୀବସ୍ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତୀଜାଣନ୍ତୁ ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରିବାର ଫାଇଦାଭୁଲରେ ବି ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ସମସ୍ୟାମହିଳାମାନଙ୍କ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରେ ଅମୃତଭଣ୍ଡା, ଜାଣନ୍ତୁ କ’ଣ?ମଧୁମେହ ରୋଗୀ କରନ୍ତୁ ଏହି ଚା’ର ସେବନଉଡୁଥିବା ହୋଟେଲANS [email protected]କର୍ଡନରେ ପଶି ରଥ ଛୁଇଁଲେ ମାଳ ମାଳ ଅଣଓଡ଼ିଆ,ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା