ସାଇବର ଥାନା ଉଦ୍ଘାଟିତ

ଭୁବନେଶ୍ୱର, ରାଜଧାନୀରେ ଉଦ୍ଘାଟିତ ହୋଇଛି ଆଉ ଏକ ସାଇବର ଥାନା । ଏହାକୁ ଉଦ୍ଘାଟନ କରିଛନ୍ତି ପୋଲିସ ଡିଜି ଅଭୟ । ଏହି ଥାନାକୁ ନେଇ ରାଜ୍ୟରେ ସମୁଦାୟ ୪ ସାଇବର ଥାନାକୁ ବୃଦ୍ଧି ।

Leave A Reply

Your email address will not be published.