କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରର ନୀତିକାନ୍ତି!

ପୁରୀ, କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ଚୂଡ଼ାନ୍ତ ହୋଇଛି। ନୀତି ସବକମିଟି ଦ୍ୱାରା ହୋଇଥିବା ତାଲିକାରେ କାର୍ତ୍ତିକ ମାସର ନୀତିକାନ୍ତି ରହିଛି। ଭୋର ୪ ଟାରେ ଦ୍ୱାର ଫିଟା, ପରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ, ପରେ ଦ୍ୱିତୀୟ ଭୋଗ ମଣ୍ଡପ ଓ ସଂଧ୍ୟା ଆରତି, ସଂଧ୍ୟା ଧୂପ, ବଡ଼ ସିଂହାର ବେଶ ଆଦି ନୀତି କରାଯିବା ପାଇଁ ନିର୍ଘଣ୍ଟ ହୋଇଛି।

Leave A Reply

Your email address will not be published.