ଝରାଫୁଲ ମୃତ୍ୟୁ ମାମଲା; ଅଭିଯୁକ୍ତ ଅମରେଶ ରାଉତ ଗିରଫ

ଭୁଵନେଶ୍ବର, ଝରାଫୁଲ ମୃତ୍ୟୁ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଅମରେଶ ରାଉତକୁ ଭୁବନେଶ୍ବର ସୁନ୍ଦରପଦାରୁ ଗିରଫ କରିଛି ଯାଜପୁର ପୋଲିସ । ମୁଖ୍ୟ ଅଭିଯୁକ୍ତଙ୍କୁ ସହଯୋଗ କରିବା ଅଭିଯୋଗରେ ଅମରେଶକୁ ଗିରଫ କରିଛି ପୋଲିସ ।
ଏଠାରେ ସୂଚନାଯୋଗ୍ୟ ଯେ, ଝରାଫୁଲ ମୃତ୍ୟୁ ମାମଲାରେ ୩ ଜଣଙ୍କ ସମ୍ପୃକ୍ତି ରହିଛି । ପୂର୍ବରୁ ଝରାଫୁଲର ପୁରୁଷ ବନ୍ଧୁ ରାକେଶ ଗିରଫ ହୋଇଛି । ଘଟଣାର ଅଭିଯୁକ୍ତ ୩ ଜଣଙ୍କ ମଧ୍ୟରୁ ସ୍କୁଟି ଚଳାଉଥିବା ଅଭିଯୁକ୍ତ ଶେଖର ଏବେ ଫେରାର ରହିଛି ।

Leave A Reply

Your email address will not be published.