କଟକ (ଏଏନଏସ)୧୭/୧୦, କଟକ ସହରରେ ଦେଖିବାକୁ ମିଳିଛି ଇତିହାସ ଯୁଗର ତାଲିବାନ ଶାସନର ଦୃଶ୍ୟ । ଏହା କୌଣସି ଫିଲ୍ମର କାହାଣୀ ନୁହଁ । ଏହା ହେଉଛି ବାସ୍ତବ କଥା । କଟକ ଚଣ୍ଡୀ ଛକ ନିକଟରେ ଦେଖିବାକୁ ମିଳିଛି ଏଭଳି ଏଭଳି ଦୃଶ୍ୟ । ଧାର ଟଙ୍କା ନ ଫେରାଇବାରୁ ଜଣେ ଯୁବକଙ୍କୁ ୨ ଜଣ ଯୁବକ ଘୋଷାଡି ଘୋଷାଡି ରାସ୍ତାରେ ୨ କିଲୋମିଟର ଯାଏଁ ନେଇଥିଲେ । ଜନଗହଳି ଭରା ବିଚ୍ ରାସ୍ତାରେ ଏହି ଘଟଣା ଘଟିଥିଲେ ମଧ୍ୟ ପୋଲିସ ନିକଟରେ ଏନେଇ କୌଣସି ମାମଲା ରୁଜୁ ହୋଇନାହିଁ । କେହି ଅଭିଯୋଗକାରୀ ମଧ୍ୟ ନଥିବା କହିଛନ୍ତି କଟକ ଡିସିପି । ତେବେ ଖୁବଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରାଯିବାକୁ ଏକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ