କେନାଲରେ ଭାସିଯାଇ ୨ ନିଖୋଜ

କଟକ(ଏଏନଏସ)୧୩/୧୦, କଟକ ଜଗତପୁର ଅଞ୍ଚଳର ନାନକାରା ଗାଁ ନିକଟରେ ଘଟଣା ଘଟିଛି । ଗତକାଲି ରାତିରେ ଭାସିଯାଇଥିଲେ ୨ ଜଣ । କଟକ ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୨ ଜଣ ନିଖୋଜ ଅଛନ୍ତି । ସକାଳୁ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଓଡ୍ରାଫ, ଅଗ୍ନିଶମ ଓ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ।

Leave A Reply

Your email address will not be published.