ଜାଣନ୍ତୁ ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରିବାର ଫାଇଦା

ହିନ୍ଦୁ ଧର୍ମରେ ଦେବାଦେବୀଙ୍କ ପାଇଁ ଅଲଗା ଅଲଗା ମନ୍ତ୍ର ବିଷୟରେ କୁହାଯାଇଛି । ମନ୍ତ୍ର ଜପ କରିବା ଦ୍ୱାରା ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇଥାଏ । ମନ୍ତ୍ରର ନିଜର ମହତ୍ତ୍ୱ ଅଛି । ମନୋସ୍କାମନା ପୂର୍ତ୍ତି ପାଇଁ ଦେବୀ ଦେବତାଙ୍କର ମନ୍ତ୍ର ଜପ କରାଯାଇଥାଏ । ଏହା ମଧ୍ୟରୁ ଏକ ହେଉଛି ଗାୟତ୍ରୀ ମନ୍ତ୍ର । ଗାୟତ୍ରୀ ମନ୍ତ୍ର ବହଚତ ଶକ୍ତିଶାଳୀ ଅଟେ । ଏହା ଜପ ଦ୍ୱାରା ମନକୁ ଶାନ୍ତି ମିଳିଥାଏ । ଗାୟତ୍ରୀ ମନ୍ତ୍ରର ଜପ ବିଦ୍ୟାର୍ଥୀ ଏବଂ ଛୋଟ ପିଲାଙ୍କୁ କରିବା ଆବଶ୍ୟକ । ଯଦି ଏହାକୁ ବିଶେଷ ଭାବରେ କରାଯାଏ ।

ତେବେ ପିଲାଙ୍କର ମନର ଏକାଗ୍ରତା ବୃଦ୍ଧି ପାଇଥାଏ । ଗାୟତ୍ରୀ ମନ୍ତ୍ରକୁ ଚାରୋଟି ବେଦର ମୁଖ୍ୟ ସାର ତତ୍ତ୍ୱ ବୋଲି ମାନିଥାଆନ୍ତି । ଗାୟତ୍ରୀ ମନ୍ତ୍ରର ଜପ ଆପଣ ଚାହିଁଲେ ଦ୍ୱିପହରରେ ମଧ୍ୟ କରିପାରିବେ ।ସ୍ମରଣ ଶକ୍ତିକୁ ମଜବୁତ କରିବା ପାଇଁ ଗାୟତ୍ରୀ ମନ୍ତ୍ରର ଜପ କରାଯାଇଥାଏ । ବିଦ୍ୟାର୍ଥୀ ମାନଙ୍କୁ ନିହାତି ଭାବରେ ନିହାତି ଭାବରେ ଗୋଟେ ମାଳା ଜପ କରିବା ଆବଶ୍ୟକ । ଏହାର ଜପ କରିବା ଦ୍ୱାରା ବ୍ୟକ୍ତିକୁ ଶିକ୍ଷା କ୍ଷେତ୍ରରେଅନେକ ସଫଳତା ମିଳିଥାଏ । ମାନ୍ୟତା ଅଛିକି ଯଦି ବିଦ୍ୟାର୍ଥୀ ବ୍ୟାଗରେ ଗାୟତ୍ରୀ ମନ୍ତ୍ରର ଫଟୋ ରଖିଲେ ବିଶେଷ ଲାଭ ମିଳିଥାଏ । ଏହି ମନ୍ତ୍ର ଜପ କରିବା ଦ୍ୱାରା ବ୍ୟକ୍ତିକୁ ସଫଳତା ମିଳିଥାଏ ।

Leave A Reply

Your email address will not be published.

2 × two =