ପୁରୀ-୧୭.୦୫.୨୦୨୧,କୋଭିଡ ନୀୟମାବଳୀ ଉଲଙ୍ଘନ କରିବା ଅଭିଯୋଗରେ ଚକ୍ରତୀର୍ଥ ରୋଡରେ ଥିବା କ୍ରିଷ୍ଣା ପ୍ୟାଲେସକୁ ସିଲ କରାଯିବା ସହ ମାଲିକ ସୁରେଶ କୁମାର ଅଗ୍ରୱାଲଙ୍କ ଠାରୁ ୪୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଗତ ରାତିରେ ବିନାନୁମତିରେ ହୋଟେଲ ପରିସରରେ ଜନ୍ନଦିନ ଉତ୍ସବ ପାଳନ କରିବା ଅଭିଯୋଗ ଉପରେ ପ୍ରଶାସନିକ ଅଧିକାରୀ ଓ ସମୁଦ୍ରକୂଳ ଥାନଧିକାରୀ ଶ୍ରୀ ଚିନ୍ନୟ ରାଉତ ଓ ତାଙ୍କ ଟିମ ପକ୍ଷରୁ ମିଳିତଭାବେ ହୋଟେଲରେ ଚଢାଉ କରାଯାଇ ସିଲ କରାଯାଇଥିଲା । ଏପରିକି ଜନ୍ମଦିନ ଉତ୍ସବ ପାଳନ ବେଳେ ଉପସ୍ଥିତ ବ୍ୟକ୍ତିଙ୍କ ସଂପର୍କରେ ମଧ୍ୟ କୌଣସି ସୂଚନା ପୂର୍ବରୁ ପ୍ରଦାନ କରାଯାଇନଥିଲା । ଆଜି ତହସିଲଦାରଙ୍କ ପକ୍ଷରୁ ସଂପୃକ୍ତ ମାଲିକଙ୍କ ଠାରୁ ଉକ୍ତ ଜରିମାନା ରାଶି ଆଦାୟ କରାଯିବା ସହ ଭବିଷ୍ୟତରେ କୋଭିଡ କଟକଣାର ଉଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଜିଲ୍ଲାରେ ସଂକ୍ରମଣକୁ ରୋକିବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ କୋଭିଡ କଟକଣା ତଥା ଲକଡାଉନ ଓ ସଟଡାଉନକୁ କଡାକଡି ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି ।
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ