You are currently viewing ଲଘୁଚାପରେ ପରିଣତ ହେଲା ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ

ଲଘୁଚାପରେ ପରିଣତ ହେଲା ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୬/୦୫, ଆଣ୍ଡାମାନ ସାଗରରେ ସଂଘଟିତ ହୋଇଥିବା ଘୂର୍ଣିର୍ବଳୟ ଲଘୁଚାପରେ ପରିଣତ ହୋଇଥିବା ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଳଘୁଚାପ ଉପରେ ତୀବ୍ର ଦୃଷ୍ଟି ରଖାଯାଇଥିବା ଭାରତୀୟ ପାଣିପାଗ କହିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ତୀବ୍ର ଅବପାରେ ପରିଣତ ହେବାର ସମ୍ଭାବନା ଅଛି । ଭାରତୀୟ ପାଣିପାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ‘ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ’ର ଉପସ୍ଥିତି ଯୋଗୁ ଦୁଇତିନି ଦିନ ହେବ ଗ୍ରୀଷ୍ମ ପ୍ରବାହ ଥମି ଯାଇଥିଲା । ଫଳରେ ଦିନ ବେଳାର ତ୍ରପମାତ୍ରା ହ୍ରାସ ପାଇଛି । ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।