ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୧ ପାଇଁ ଦେଶର ସର୍ବୋଚ୍ଚ ବେସାମରିକ ସ୍ବୀକୃତି ପଦ୍ମ ପୁରସ୍କାରର ଘୋଷଣା କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ପଦ୍ମ ପୁରସ୍କାର ତାଲିକାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିତ୍ବ ଏବଂ ସମାଜ ପ୍ରତି ବିଶେଷ ଅବଦାନ ଥିବା ୧୧୯ଜଣଙ୍କୁ ଏହି ପୁରସ୍କାର ମିଳୁଛି |ତେବେ ଦେଶର ୭ ଜଣଙ୍କୁ ପଦ୍ମବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଏବଂ ୧୦୨ ଜଣଙ୍କୁ ପଦ୍ମଶ୍ରୀ ଉପାଧି ଲାଗି ମନୋନୀତ କରାଯାଇଛି । ଆଜି ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ବ୍ୟକ୍ତି ବିଶେଷମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଦେଖନ୍ତୁ କିଏ କେଉଁ କ୍ଷେତ୍ରରୁ ଏହି ପୁରସ୍କାର ପାଉଛନ୍ତି:-
*ପଦ୍ମ ବିଭୂଷଣ (୭)
୧-ଜାପାନର ଶ୍ରୀ ସିଞ୍ଜୋ ଆବେ(ଜନ ସମ୍ପର୍କ)
୨-ଏସ୍ପି ବାଲା ସୁବ୍ରମଣ୍ୟମ (କଳା)
୩-ଡ. ବେଲେ ମୋନାପ୍ପା ହେଗ୍ଡ଼େ (ଔଷଧ)
୪-ଆମେରିକାର ନରେନ୍ଦ୍ର ସିଂହ କାପଣ୍ୟ (ବିଜ୍ଞାନ ଓ ଇଞ୍ଜିନିୟରିଂ)
୫-ମୌଲାନା ୱାସିଦୁଦ୍ଦି ଖାନ (ଆଧ୍ୟାତ୍ମିକ)
୬-ବି.ବି ଲାଲ(ପ୍ରତ୍ନତତ୍ତ୍ୱ)
୭-ସୁଦର୍ଶନ ସାହୁ (କଳା)*ପଦ୍ମ ଭୂଷଣ (୧୦)
୧-କ୍ରିଷ୍ଣନ୍ ନାୟର ସାନ୍ତାକୁମାରୀ ଚିତ୍ରା(କଳା)
୨-ତରୁଣ ଗୋଗୋଇ (ଜନ ସମ୍ପର୍କ)
୩-ଚନ୍ଦ୍ର ଶେଖର କମ୍ବାରା (ଅଧ୍ୟାପନା ଓ ଶିକ୍ଷା)
୪-ସୁମିତ୍ରା ମହାଜନ (ଜନ ସମ୍ପର୍କ)
୫-ନୃପେନ୍ଦ୍ର ମିଶ୍ର(ସିଭିଲ ସର୍ଭିସ୍)
୬-ରାମ ବିଳାସ ପାଶ୍ୱାନ(ଜନ ସମ୍ପର୍କ)
୭-କେଶୁ ଭାଇ ପଟେଲ (ଜନ ସମ୍ପର୍କ)
୮-କଲ୍ବେ ସାଦ୍ଦିକି (ଆଧ୍ୟାତ୍ମିକ)
୯-ରଜନୀକାନ୍ତ ଦେବଦାସ ସ୍ରଫ ( ବାଣିଜ୍ୟ ଓ ଉଧ୍ୟୋଗ)
୧୦-ତାରଲୋଚନା ସିଂହ (ଲୋକ ସମ୍ପର୍କ)*ପଦ୍ମଶ୍ରୀ (୧୦୨)
୧-ଗୁଲଫାମ ଅହମଦ (କଳା)
୨-ପି.ଅନିତା (କ୍ରୀଡ଼ା)
୩-ରାମ ଶ୍ୱାମୀ ଅନ୍ନଭରପୁ (କଳା)
୪-ଶୁବୁ ଅରୁମୁଗମ(କଳା)
୫-ପ୍ରକାଶରାଓ ଆଶାବାଦୀ (ସାହିତ୍ୟ ଓ ଶିକ୍ଷା)
୬-ଭୁରୀ ବାଇ ( କଳା)
୭-ରାଧେଶ୍ୟାମ ବାର୍ଲେ (କଳା)
୮-ଧର୍ମନାରାୟଣ ବର୍ମା (ସାହିତ୍ୟ ଓ ଶିକ୍ଷା)
୯-ଲକ୍ଷ୍ମୀ ବରୁଆ (ସାମାଜସେବା)
୧୦-ବିରେନ କୁମାର ବସକ (କଳା)
୧୧-ରଜନୀ ବେକ୍ଟର (ବାଣିଜ୍ୟ ଉଦ୍ୟୋଗ)
୧୨-ପିଟର ବ୍ରୋକ୍ (କଳା)
୧୩-ସାଙ୍ଗଖୁମୀ ବୌଲଚୋତ୍(କଳା)
୧୪-ଗୋପୀରାମ ବର୍ଗ୍ୟନ ବୁରାଭକତ (କଳା)
୧୫-ବିଜୟା ଚକ୍ରବର୍ତ୍ତୀ (ଲୋକ ସମ୍ପର୍କ)
୧୬-ସୁଜିତ ଚଟ୍ଟୋପଟାଧ୍ୟାୟ (ସାହିତ୍ୟ ଓ ଶିକ୍ଷା)
୧୭-ଜଗଦିଶ ଚୌଧୁରୀ (ସମାଜ ସେବା)
୧୮-ସୁଲଟ୍ରିମ୍ ଚୋଞ୍ଜର (ସମାଜ ସେବା)
୧୯-ମୌମା ଦାସ (କ୍ରୀଡ଼ା)
୨୦-ଶ୍ରୀକାନ୍ତ ଦତର (କଳା)
୨୧-ଚୁଟ୍ନୀ ଦେବୀ (ସମାଜ ସେବା)
୨୨-ଦୁଲାରୀ ଦେବୀ (କଳା)
୨୩-ରାଧେ ଦେବୀ (କଳା)
୨୪-ଶାନ୍ତି ଦେବୀ (ସମାଜ ସେବା)
୨୫-ଇଣ୍ଡୋନେସିଆର ୱାୟନ ଦିବିଆ (କଳା)
୨୬-ଦଦୁଦାନ ଗଦାଭି (ସାହିତ୍ୟ ଓ ଶିକ୍ଷା)
୨୭-ପର୍ଶୁରାମ ଆତ୍ମାରାମ ଗଙ୍ଗାଭନେ (କଳା)
୨୮-ଜୟ ଭଗବାନ ଗୋୟଲ୍ (ସାହିତ୍ୟ ଓ ଶିକ୍ଷା)
୨୯-ମଙ୍ଗଲ ସିଂହ ହାଜୋରେ (ସାହିତ୍ୟ ଓ ଶିକ୍ଷା)
୩୦-ଜଗଦିଶ ଚନ୍ଦ୍ର ହାଲଦାର(ସାହିତ୍ୟ ଓ ଶିକ୍ଷା)
୩୧-ଅଂଶୁ ଜାମସେନପା (ଖେଳ)
୩୨-ପୂର୍ଣ୍ଣମାସୀ ଜାନୀ (କଳା)
୩୩-ମାଥା ବି ବଞ୍ଜାମ୍ମା ଯୋଗାଟି (କଳା)
୩୪-ଦାମୋଦରନ କୈଥାପରମ (କଳା)
୩୫-ନାମଦେଓ ସି କମ୍ଲେ (ସାହିତ୍ୟ ଓ ଶିକ୍ଷା)
୩୬-ଯୁଗ୍ମ ଭାବେ ମହେଶ ଭାଇ ଓ ନରେଶ ଭାଇ କନୋଡିଆ (କଳା)
୩୭-ରଜତ କୁମାର କର (ସାହିତ୍ୟ ଓ ଶିକ୍ଷା)
୩୮-ରଙ୍ଗାସ୍ୱାମୀ ଲକ୍ଷ୍ମୀ ନାରାୟଣ କାଶ୍ୟପ (ସାହିତ୍ୟ ଓ ଶିକ୍ଷା)
୩୯-ପ୍ରକାଶ କୌର (ସମାଜ ସେବା)
୪୦-ନିକୋଲାସା କାଜାନାସା (ସାହିତ୍ୟ ଶିକ୍ଷା)
୪୧-କେ. କେଶବସାମି (କଳା)
୪୨-ଗୁଲାମ ରସୁଲ ଖାନ (କଳା)
୪୩-ଲାଖା ଖାନ (କନା)
୪୪-ସଞ୍ଜିଦା ଖାତୁନ (କଳା)
୪୫-ବିନାୟକ ବିଷ୍ଣୁ ଖେଦେକର (କଳା)
୪୬-ନିରୁ କୁମାର (ସମାଜ ସେବା)
୪୭-ଲାଜୱନ୍ତି (କଳା)
୪୮-ରତନ ଲାଲ୍ (ବିଜ୍ଞାନ ଓ ଇଞ୍ଜିନିୟରିଂ)
୪୯-ଅଲ୍ଲୀ ମନିକଫାନ୍ (ତୃଣମୂଳ ସ୍ଥରୀୟ ଉଦ୍ଭାବନ)
୫୦-ରାମଚନ୍ଦ୍ର ମାଝୀ (କଳା)
୫୧-ଦୁଲାଲ ମାନ୍କୀ (କଳା)
୫୨-ନାନାଦ୍ରୋ ବି ମାରାକ (କୃଷି)
୫୩-ରେୱେନ୍ ମାଶାଙ୍ଗଭା (କଳା)
୫୪-ଚନ୍ଦ୍ରକାନ୍ତ ମେହେଟ୍ଟା (ସାହିତ୍ୟ ଓ କଳା)
୫୫-ରତନ ଲାଲ୍ ମିତଲ (ଔଷଧ)
୫୬-ମାଧବନ ନାମ୍ବିୟନ (ଖେଳ)
୫୭-ଶ୍ୟମସୁନ୍ଦର ପାଲିୱଲ୍ (ସମାଜ ସେବା)
୫୮-ଚନ୍ଦ୍ରକାନ୍ତ ସମ୍ବାଝି ପାଣ୍ଡଭ (ଔଷଧ)
୫୯-ଜେ.ଏନ୍ ପାଣ୍ଡେ (ଔଷଧ)
୬୦-ସୁଲମନ ପାପ୍ପାୟା (ସାହିତ୍ୟ,ଶିକ୍ଷା ଓ ସାମ୍ବାଦିକତା)
୬୧-ପାପ୍ପାମାଲ (ଶିକ୍ଷା)
୬୨-କୃଷ୍ଣ ମୋହନ ପଥି (ଔଷଧ)
୬୩-ଜଶ୍ୱନ୍ତୀବେନ୍ ଜମୁନାଦାସ ପୋପାଟ (ବାଣିଜ୍ୟ ଉଦ୍ୟୋଗ)
୬୪-ଗୀରଶ ପ୍ରଭୁନେ (ସମାଜ ସେବା)
୬୫-ନନ୍ଦା ପୁଷ୍ଟି (ସାହିତ୍ୟ ଓ ଶିକ୍ଷା)
୬୬-କେକେ ରାମଚନ୍ଦ୍ର ପୁଲଭାର (କଳା)
୬୭-ବାଲାନ୍ ପୁଥେରୀ (ସାହିତ୍ୟ ଓ ଶିକ୍ଷା)
୬୮-ବିରୁବଳ ରାଭା (ସମାଜ ସେବା)
୬୯-କନକ ରାଜୁ (କଳା)
୭୦-ବମ୍ବେ ଜୟଶ୍ରୀ ରାମନାଥ (କଳା)
୭୧-ସତ୍ୟରାମ ରିଅଙ୍ଗ (କଳା)
୭୨-ଧନଞ୍ଜୟ ଦିବାକର ସଗଦେଓ (ଔଷଧ)
୭୩-ଅଶୋକ କୁମାର ସାହୁ (ଔଷଧ)
୭୪-ଭୁପେନ୍ଦ୍ର କୁମାର ସିଂହ ସଞ୍ଜୟ (ଔଷଧ)
୭୫-ଶିନ୍ଧୁ ତାଇ ସତକଲ୍ (ସମାଜ ସେବା)
୭୬-ଚମନ ଲାଲା ସାପ୍ରୁ(ସାହିତ୍ୟ ଓ ଶିକ୍ଷା)
୭୭-ଇମ୍ରାନ ଶାହ (ସାହିତ୍ୟ ଓ ଶିକ୍ଷା)
୭୮-ପ୍ରେମଚନ୍ଦ୍ର ଶର୍ମା (କୃଷି)
୭୯-ଅର୍ଜୁନି ସିଂହ ଶେଖାୱତ (ସାହିତ୍ୟ ଓ ଶିକ୍ଷା)
୮୦-ରାମୟତ୍ନ ଶୁକ୍ଳା (ସାହିତ୍ୟ ଓ ଶିକ୍ଷା)
୮୧-ଜିତେନ୍ଦର ସିଂହ ସୁନ୍ଟି (ସମାଜ ସେବା)
୮୨-କର୍ତ୍ତାର ପାରସରାମ ସିଂହ (କଳା)
୮୩-କର୍ତ୍ତାର ସିଂହ (କଳା)
୮୪-ଦିଲ୍ଲୀପ କୁମାର ସିଂହ (ଔଷଧ)
୮୫-ଚନ୍ଦ୍ର ଶେଖର ସିଂହ (କୃଷି)
୮୬-ସୁଧା ହରି ନାରାୟଣ ସିହଂ (ଖେଳ)
୮୭-ବୀରେନ୍ଦ୍ର ସିଂହ (କେଳ)
୮୮-ମୃଦୁଳା ସିହ୍ନା (ଶିକ୍ଷା ସାହିତ୍ୟ)
୮୯-କେସି ଶିବଶଙ୍କର (କଳା)
୯୦-ଗୁରୁ ମା କମାଲି ସୋରେନ୍ (ସମାଜ ସେବା)
୯୧-ମାରାଚି ସୁଭୁରମଣ (ସମାଜ ସେବା)
୯୨-ପି. ସୁବ୍ରମଣ୍ୟନ୍ (ବାଣିଜ୍ୟ ଓ ଉଦ୍ୟୋଗ)
୯୩-ନିଦୁମୋଲୁ ସୁମାଥି (କଳା)
୯୪-କପିଲ ତିୱାରୀ (ସାହିତ୍ୟ ଓ ଶିକ୍ଷା)
୯୫-ଫାଦର ଭାଲେସ (ସାହିତ୍ୟ ଓ ଶିକ୍ଷା)
୯୬-ଡ. ଥିରୁଭେଙ୍ଗଦମ୍ ଭୀରରାଘବନ ( ଔଷଧ)
୯୭-ଶ୍ରୀଧର ଭେମ୍ବୁ(ବାଣିଜ୍ୟ ଉଦ୍ୟୋଗ)
୯୮-କେ ୱାଇ ଭେଙ୍କଟେଶ୍ (ଖେଳ)
୯୯-ଉଷା ଯାଦବ (ସାହିତ୍ୟ ଓ ଶିକ୍ଷା)
୧୦୦-କଲୋନେଲ୍ କ୍ୱାଜୀ ସାଜଦ ଅଲ୍ଲୀ ଜାହୀର (ଲୋକ ସମ୍ପର୍କ)
୧୦୧-ଶ୍ରୀ ନାରାୟଣ ଦେବନାଥ(କଳା)