ଶସ୍ତା ହେଲା ଇନ୍ଧନ ଗ୍ୟାସ

ନୂଆଦିଲ୍ଲୀ, ଶସ୍ତା ହେଲା ଇନ୍ଧନ ଗ୍ୟାସ ମୂଲ୍ୟ । ତେବେ ଗତ ଫେବୃଆରୀ ଓ ମାର୍ଚ୍ଚ ମାସରେ ଇନ୍ଧନ ଗ୍ୟାସର ବର୍ଦ୍ଧିତ ଦର ଜନସାଧାରଣଙ୍କ ମୁଣ୍ଡବିନ୍ଧାର କାରଣ ହୋଇଥିଲା । ଆଉ ଏବେ ଇନ୍ଧନ ଗ୍ୟାସରେ ମାତ୍ରାରେ ରିହାତି ଜନସାଧାରଣଙ୍କୁ ଆଶ୍ୱସ୍ତି ଦେଇଛି । ତେବେ ସୂଚନା ଅନୁସାରେ ଆଜି ଏଲପିଜି ସିଲିଣ୍ଡର ପିଛା ୧୦ ଟଙ୍କା ହ୍ରାସ ପାଇଛି । ଏହି ଦର ଆଜିଠାରୁ ଉପଭୋକ୍ତାଙ୍କ ପାଇଁ ପ୍ରଯୁଜ୍ୟ ହୋଇଛି ।

Leave A Reply

Your email address will not be published.