ଭୁବନେଶ୍ୱର(ଏଏନଏସ)୦୪ /୧୦, ପୂଜା ମଣ୍ଡପରେ ଲୁଟ୍ କରୁଥିବା କିଛି ବ୍ଲେଡ୍ କଟା ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଗିରଫ ଲୁଟେରାଙ୍କଠାରୁ ମୋବାଇଲ୍, ଟଙ୍କା, ପର୍ସ ଆଦି ଜବତ କରାଯାଇଛି । ଏମାନଙ୍କ ମଧ୍ୟରେ ନାବାଳକ ମଧ୍ୟ ଅଛନ୍ତି । ଏମାନେ ପ୍ୟାଣ୍ଟ ପକେଟ୍, ଭ୍ୟାନିଟିରେ ବ୍ଲେଡ ମାରି ଲୁଟ୍ କରୁଥିଲେ । ଆଉ ଲୋକେ ଜାଣିବା ପୂର୍ବରୁ ଭିଡ଼ ଭିତରୁ କୁଆଡେ ପଳାଇ ଯାଉଥିଲେ । ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ଏମାନେ ନିଜର ଆତଙ୍କ ଚଳାଇଛନ୍ତି । ବିଭିନ୍ନ ପୂଜା ବିଭିନ୍ନ ପୂଜା ମଣ୍ଡପରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରାଯାଉଛି । ମଣ୍ଡପରୁ ଲୁଟର ଅଭିଯୋଗ ହେବା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଛି ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା