ଭୁବନେଶ୍ବର-୧୦.୦୫.୨୦୨୧, ରାଜ୍ୟରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଦିନକୁ ଦିନ। ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।ଏନେଇ ଗତ ୫ ତାରିଖରୁ ରାଜ୍ୟରେ ଲକଡାଉନ ଜାରି ହୋଇଛି। ଲକଡାଉନ ଗାଇଡଲାଇନ ଅନୁସାରେ ସକାଳ ସମୟରୁ ୧୨ ଟା ମଧ୍ୟରେ ଲୋକମାନେ ପାଞ୍ଚଶହ ମିଟର ପରିସର ମଧ୍ୟରେ ଚାଲିଚାଲି ଯାଇ ପରିବା ପତ୍ର କିଣିପାରିବେ । ତେବେ ଭୁବନେଶ୍ବର ଏକ ନମ୍ବର ହାଟରେ ଗହଳି କମାଇବା ପାଇଁ ହାଟ ନିୟମକୁ ପରିଵର୍ତ୍ତନ କରାଯାଇଛି ।
ରାତି ୩ଟାରୁ ସକାଳ ୬ଟା ୩୦ ଯାଏ ପରିବା କିଣିବେ ହୋଲ୍ସେଲ ବେପାରୀ । ସକାଳ ୬ଟା ୩୦ରୁ ଦିନ ୧୨ଟା ଯାଏ ପରିବା କିଣିବେ ଖୁଚୁରା ବେପାରୀ । ବିଏମସି, ପୋଲିସ ଓ ବ୍ୟବସାୟୀଙ୍କ ବୈଠକରେ ନିଷ୍ପତ୍ତି ଗହଳି କମାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍