ମିତ୍ତଲ ହେଲେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି

ସମ୍ବଲପୁର, ସମ୍ବଲପୁର ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ସଞ୍ଜୀବ ମିତ୍ତଲ ନିଯୁକ୍ତି ପାଇଛନ୍ତି । ସଞ୍ଜୀବ ମିତ୍ତଲଙ୍କୁ ଆଗାମୀ ୪ ବର୍ଷ ପାଇଁ ନିଯୁକ୍ତ ଦିଆଯାଇଛି । ସେ ଦିଲ୍ଲୀର ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟରେ ଏକାଡେମିକ୍ ଆଫେୟାର୍ସର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ।

Leave A Reply

Your email address will not be published.