ସୁନ୍ଦରଗଡ (ଏଏନଏସ)୦୩/୧୦, ସୁନ୍ଦରଗଡ଼ ସଦର ଥାନା କୁଶପଡ଼ାରୁ ଆସିଲା ଏକ ଅଭାବନୀୟ ଘଟଣା । ଗାଁକୁ ଦେଶୀ ମଦ ଜବତ କରିବାକୁ ଯାଇଥିଲେ 10 ନକଲି ଅଫିସର । ଏକ ବୋଲେରୋ ରେ ଲାଠି ଓ ଶାବଳ ଧରି ପହଞ୍ଚିଥିଲେ ଗାଁ ର ଜଣେ ମହିଳାଙ୍କ ଘର ପାଖରେ । ଘରେ ପଶିବା ପାଇଁ ଚେଷ୍ଟା କରୁଥିବା ସମୟରେ ଗାଁ ଲୋକେ ସେମାନଙ୍କୁ ଅଟକାଇ ପରିଚୟ ପଚାରିଥିଲେ । ପରେ ସେମାନେ ନକଲି ଅଫିସର ବୋଲି ଜଣାପଡିଥିଲା । ଗାଁ ଲୋକେ ନକଲି ଅଫିସର ଙ୍କୁ ନିସ୍ତୁକ ମାଡ଼ ମାରି ସଦର ଥାନା ପୋଲିସକୁ କଲେ ହସ୍ତାନ୍ତର କରିଥିଲେ । ଗାଁ ପାଖ ମଦ ଭାଟି ରୁ ଅଣ ଓଡିଆ ଗୁଣ୍ଡା ଆସି ନିଜକୁ ଅବକାରୀ ଅଫିସର ବୋଲି କହି ବରାବର କୁଶପଡା ତଥା ଆଖପାଖ ଗାଁ ରେ ଗୁଣ୍ଡାଗରଦି କରୁଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ପ୍ରଶାସନକୁ ବାରମ୍ବାର ଏନେଇ ଅଭିଯୋଗ ଜଣାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ