ମିସେସ ଇଣ୍ଡିଆ ଟାଇଟଲ ହାସଲ କଲେ ନବଦୀପ କୌର

ଭୁବନେଶ୍ୱର, ଓଡିଶା ସୁନ୍ଦରଗଡ଼ର କାଂଶବାହାଲର ବୋହୂ ନବଦୀପ କୌର ଚଳିତ ବର୍ଷର ମିସେସ୍ ଇଣ୍ଡିଆ ଟାଇଟଲ ହାସଲ କରିଛନ୍ତି । ନବଦୀପ କୌର ମୁମ୍ବାଇରେ ମିସ୍ ଇଣ୍ଡିଆ ୨୦୨୦ ଟାଇଟଲ ଜିତି ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ମୁମ୍ବାଇରେ ଆୟୋଜିତ ହୋଇଥିବା ମିସେସ ଇଣ୍ଡିଆ ପ୍ରତିଯୋଗିତାରେ ଦେଶର ବିଭିିନ୍ନ ସ୍ଥାନରୁ ୬୨ ଜଣ ମହିଳା ଭାଗ ନେଇଥିଲେ ସେମାନଙ୍କୁ ନବଦୀପ କୌର ହରାଇ ଟାଇଟଲ ଜିତିବାରେ ସକ୍ଷମ ହୋଇଛନ୍ତି । ପ୍ରତିଯୋଗିତାରେ ଅନୁପ୍ରୀତ କୌର ପ୍ରଥମ ରନର୍ ଅପ୍ ହୋଇଥିବାବେଳେ ଶ୍ରୁତି ଚୌହାନ ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି ।

Leave A Reply

Your email address will not be published.