You are currently viewing ନକ୍ସଲ ଆକ୍ରମଣ: ୧୧ ଜଣ ଯବାନ ସହିଦ

ନକ୍ସଲ ଆକ୍ରମଣ: ୧୧ ଜଣ ଯବାନ ସହିଦ

  • Post category:ଓଡିଶା
  • Reading time:1 mins read

ଛତିଶଗଡ (26.3.23): ଛତିଶଗଡରେ ବଡ ଧରଣର ନକ୍ସଲ ଆକ୍ରମଣ । ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ । ଦାନ୍ତେୱାଡାର ଅରନପୁର ଅଞ୍ଚଳର ଘଟଣା । ୧୦ ଜଣ ଡିଆରଜି ଯବାନଙ୍କ ସହ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।