ଭୁବନେଶ୍ୱର, ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସ ଜରିଆରେ ହାଇଦ୍ରାବାଦ ଯିବେ କରୋନା ରୋଗୀ । ପୁରୀର ଅଭୟ ଜେନା ନାମକ ଜଣେ ବ୍ୟକ୍ତି ଅଧିକ ଚିକିତ୍ସା ନିମନ୍ତେ ହାଇଦ୍ରାବାଦର କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର ହେଉଛନ୍ତି । ସୂଚନାଥାଉକି, ପ୍ରଥମେ ସେ କରୋନା ରୋଗରେ ପିଡ଼ୀତ ହୋଇ ସୁସ୍ଥ ହୋଇଥିଲେ । କିଛି ଦିନ ପରେ ତାଙ୍କର ଫୁସଫୁସ ଜନିତ ସମସ୍ୟା ଦେଖା ଦେଇଥିଲା । ଭୁବନେଶ୍ୱରରେ ତାଙ୍କର କୃତ୍ରିମ ଫୁସଫୁସ ପ୍ରତିରୋପଣ ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାହାର ଅଧିକ ଚିକିତ୍ସା ନିମନ୍ତେ ଏୟାର ଆମ୍ବୁଲାନ୍ସ ଜରୀଆରେ ହାଇଦ୍ରାବାଦ ନିଆଯିବ ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା