ଚାନ୍ଦବାଲି-୨୪.୦୫.୨୦୨୧, ବାତ୍ୟା ୟାସର ପ୍ରଭାବ ଉତ୍ତର ଓଡିଶାରେ ବେସି ରହିଥିବା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲିର ନଦୀକୂଳିଆ ଲୋକେ ଏବେ ଧନଜୀବନ ସୁରକ୍ଷାରେ ଲାଗିପଡିଛନ୍ତି। ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ରଦ୍ୱାରା ଧାମରା ଅଞ୍ଚଳର ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବାପାଇଁ ବାରଣ କରାଯାଇଛି। ଚାନ୍ଦବାଲିରେ ପାଖାପାଖି ୩୮ଟି ବାତ୍ୟା ଆଶ୍ରୟ ସ୍ଥଳୀ ଓ ୨୩୧ ବିଦ୍ୟାଳୟରେ ଲୋକଙ୍କୁ ସ୍ଥାନାନ୍ତରିତ ପାଇଁ ବ୍ୟବସ୍ଥା କରାଯାଇଛି। ବିଶେଷ କରି ଧାମରାରେ ସମୁଦ୍ର କୁଳିଆ କଇଥଖୋଲା,ଦୋସିଙ୍ଗା,କରଞ୍ଜମାଳ ଆଦି ପଞ୍ଚାୟତର ମତ୍ସ୍ୟଜୀବିମାନେ ନିଜେ ନିଜ ମାଛ ଧରା ବୋଟକୁ ଆଣି ବିଭିନ୍ନ ଛୋଟ ଛୋଟ ନାଳୀରେ ସୁରକ୍ଷିତ ଭାବେ ରଖୁଛନ୍ତି। ଏନ୍.ଡ଼ି.ଆର.ଏଫ୍ ର ୨ଟି ଟିମ୍ ମଧ୍ୟ ଧାମରା ଓ ଚାନ୍ଦବାଲିରେ ପହଁଚି ଲୋକଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏବେ ଠାରୁ ଧାମରାରେ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ୟାସର ପ୍ରଭାବ ଏବେଠାରୁ ଦେଖିବାକୁ ମିଳିଲାଣି ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST