You are currently viewing ସରିଲା ନିଟ ପରୀକ୍ଷା ,୧୮ଲକ୍ଷ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା

ସରିଲା ନିଟ ପରୀକ୍ଷା ,୧୮ଲକ୍ଷ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୧୮/୦୭, ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଗତକାଲି ସରିଛି ନିଟ ୟୁଜି ପରୀକ୍ଷା । ଦେଶର ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିବା ବେଳେ ଓଡିଶାର ପାଖାପାଖି ୪୦ ହଜାର ପରୀକ୍ଷାର୍ଥୀ ରହିଛନ୍ତିି । ସମସ୍ତ କରୋନା କଟକଣା ମଧ୍ୟରେ ସମାପ୍ତ ହୋଇଛି ପରୀକ୍ଷା । ଆସନ୍ତା ୧୬ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ପରୀକ୍ଷା ପରିଚାଳନା କରିଥିବା ନ୍ୟାସନାଲ ଟେଷ୍ଟ ଏଜେନ୍ସି ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।