You are currently viewing ଆଜି ରାଜ୍ୟରୁ ୨୬୩ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରୁ ୨୬୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରୁ ୨୬୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୫୧ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୧୨ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅନୁଗୁଳ ୪୫ ,ବାଲେଶ୍ୱର ୧୪ ,ବରଗଡ଼ ୩ ,ଭଦ୍ରକ ୭ ,ବଲାଙ୍ଗୀର ୪ ,କଟକ ୨୯, ଦେଓଗଡ ୪, ଗଞ୍ଜାମ ୨ ,ଜଗତସିଂହପୁର ୧ ,ଯାଜପୁର ୧୩, ଝାରସୁଗୁଡା ୨ ,କଳାହାଣ୍ଡି ୫, କେନ୍ଦ୍ରାପଡା ୧୪, କେନ୍ଦୁଝର ୮, ଖୋର୍ଦ୍ଧା ୧୫, ମୟୁରଭଞ୍ଜ ୧୯, ନବରଙ୍ଗପୁର ୧, ନୂଆପଡା ୧୧ ,ପୁରୀ ୧୬ ,ରାୟଗଡା ୨ , ସମ୍ବଲପୁର ୪,ସୁନ୍ଦରଗଡ ୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୨୭୫୪୨,ସୁସ୍ଥ ସଂଖ୍ୟା ୩୨୨୬୪୮, ସମୁଦାୟ ସକ୍ରିୟ ସଂଖ୍ୟା ୨୯୯୧ ,ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୩୦୪।

ଅନ୍ୟମାନଙ୍କୁ ଜଣାନ୍ତୁ।