ଭୁବନେଶ୍ୱର: ନୂଆ ରୂପରେ ପ୍ରସ୍ତୁତ ହେଉଛି ନନ୍ଦନକାନନ । ନନ୍ଦନକାନନକୁ ଅଧିକ ଉନ୍ନତତର କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଏଥିପାଇଁ ଇନ୍ଦୋରର କମଳାନେହେରୁ ପ୍ରାଣୀ ଉଦ୍ୟାନରୁ ୮ଟି ବନ୍ୟଜନ୍ତୁଙ୍କୁ ଅଣାଯାଇଛି । ସେଥିରେ ରହିଛନ୍ତି ୨ଟି ଧୂସର ଗଧିଆ, ୩ଟି ଘଡ଼ିଆଳ କୁମ୍ଭୀର ,୨ଟି ଏସିଆଟିକ୍ ସିଂହୀ ଏବଂ ଗୋଟିଏ କୋକିଶିଆଳ । ଅନୁମାନ କରାଯାଉଛି ଯେ, ଏହା ଦ୍ୱାରା ପର୍ଯ୍ୟଟକ ଆକୃଷ୍ଟ ହେବେ ଏବଂ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ । ସେପଟେ ପର୍ୟ୍ୟଟନ ଋତୁ ଓ ପ୍ରତିଷ୍ଠା ଦିବସ ପାଇଁ ନନ୍ଦନକାନନକୁ ସୁନ୍ଦର ରୂପ ଦିଆଯାଉଛି । ରଙ୍ଗବେରଙ୍ଗର ଫୁଲ ଦ୍ୱାରା ଅଧିକ ଆକର୍ଷଣୀୟ କରିବା ପାଇଁ ଚେଷ୍ଟା କରାଯାଉଛି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ