You are currently viewing ANS NEWS SUPERFAST2@10

ANS NEWS SUPERFAST2@10

  • Post category:ଓଡିଶା
  • Reading time:1 mins read

୧. ବନକ ଲାଗି ନୀତି ଯୋଗୁ ଆଜି ଶ୍ରୀମନ୍ଦିରରେ ୪ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ ।
୨. ଶ୍ରୀମନ୍ଦିର ଗର୍ଭଗୃହରୁ ଏକ ପ୍ଲାଷ୍ଟର ଖଣ୍ଡ ଖସିଥବା ଜଣାପଡିଛି । ଯାହର ଓଜନ ଦେଢକିଲୋରୁ ଦୁଇ କିଲୋ ହେବ ।
୩.ବଦଳୁଛି କରୋନା ଗ୍ରାଫ । ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୨୦ କରୋନା ଆକ୍ରାନ୍ତ ।
୪.ଆସନ୍ତା ୨୪ ଘଣ୍ଟାରେ ପରଗ ପରିବର୍ତ୍ତନ ସହ ବର୍ଷାର ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ୫ରୁ ବଢିପାରେ ବର୍ଷା ।
୫. ବିଷାକ୍ତ ଗ୍ୟାସ ଲିକ ହୋଇ ଆନ୍ଧ୍ରପ୍ରଦେଶର ବିଶାଖାପଯଣା ଅଞ୍ଚଳରେ ୧୨୧ରୁ ଅଧିକ ଆହାତ ହୋଇ ଚିକିତ୍ସିତ ହେୁଛନ୍ତି ।
୬. ଆଜି ୧୨ ଘଣ୍ଟିଆ କଡିଆଳ ବନ୍ଦ । ବାଇପାସ ରାସ୍ତା ନିର୍ମାଣ ଦାବିରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।
୭. ଚୀନ ଓ ତାଇୱାନର ତିକ୍ତତା ବଢୁଥିବା ବେଳେ ତାଇୱାନ ସପକ୍ଷରେ ବହାରିଚି ଆମେରିକା ।
୮.ରାୟଗଡା ଜିଲ୍ଲାରେ ଏକ ନଦୀ ମଝିରେ ୩ ଘଣ୍ଟା ଧରି ଫସିଲେ ମାଓ ଶିଶୁପୁତ୍ର ।
୯. ନୂତନ ଟେକୋ୍ନଲୋଜି ସହ ନିଜକୁ ବଦଳାଇବା ହେଉଛି ଦକ୍ଷତା ଓ ସ୍ୱଚ୍ଛତା ବୃଦ୍ଧି କରିବା ରେ ସହାୟକ ହେବ ବୋଲି କହିଲେ ନବୀନ ପଟ୍ଟନାୟକ ।
୧୦. ମୟୁରଭଞ୍ଜ ଜିଲ୍ଲାରେ ଆଇଟିଆଇ କଲେଜ କର୍ତ୍ତୁପକ୍ଷଙ୍କ ନିର୍ଯାତନା । ଜିଳ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ଛାତ୍ର ।

ଅନ୍ୟମାନଙ୍କୁ ଜଣାନ୍ତୁ।