୧. ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକା ଜୟନ୍ତପୁର ଦିବ୍ୟ ସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ । ଜବତ ହେଲା କେଜି କେଜି ସୁନା ଓ ଟଙ୍କା ।
୨. କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ବିଧାୟକ ମହମ୍ମଦ ମୋକିମ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା କାରଣରୁ ମୋକିମଙ୍କୁ ଜାରି ହୋଇଥିଲା କାରଣ ଦର୍ଶାଅ ନୋଟିସ ।
୩.ଆସ୍କାରୁ ୨୫ ଜଣ ଯାତ୍ରୀ ନେଇ ଯାଉଥିବା ବସ୍କୁ ଧକ୍କା ଦେଲା ବାଲି ବୋଝେଇ ହାଇୱା । ଦୁର୍ଘଟଣାରେ ୧୫ ଜଣ ଆହାତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତିା
୪.ଆସୁଛି ଦୁଇଟି ଳଘୁଚାପ । ରାଜ୍ୟରେ ବଢିବ ବର୍ଷାର ପରିମାଣ ।
୫. ଭଦ୍ରକ ତହସିଲରେ ଚାଲିଛି ଓଲଟା କାମ । ଅନଲାଇନରେ ଜଣେ ଜମି ମାଲିକ ହୋଇଥିବା ବେଳେ ଅଫଲାଇନରେ ଆଉ ଜଣେ ହେଉଛନ୍ତି ଜମି ମାଲିକ ।
୬. ଦେଶରେ ହେଉଥିବା ଦରବୃଦ୍ଧିକୁ ପ୍ରତିବାଦ କରି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ରାଜଧାନୀରେ ବିକ୍ଷୋଭ ।
୭. ଓଏସଏଲ ଅପରେସନ ଡିଜିଏମ ସୁର୍ଯ୍ୟମଣି ସାହୁଙ୍କ ସମେତ ଅନ୍ୟ ୩ଜଣଙ୍କୁ ଆଜି ଗିରଫ କରିଛି ପୋଲିସ ।
୮. ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଛକ ନିକଟରେ ଏକ ଜଳଖିଆ ଦୋକାନର ଗ୍ୟାସ ଟାଙ୍କି ଫାଟି ୨ଟି ଦୋକାନରୁ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।
୯. ରାଷ୍ଟ୍ରପତିଙ୍କୁ ଭେଟି ଓଡିଶା ଫେରିଲେ ବାଚସ୍ପତି ଓ ବିଧାୟକ ଦଳ ।
୧୦. ଏଣିକି ୧୮ ବର୍ଷ ନୁହେଁ ୧୭ ବର୍ଷରୁ ଭୋଟର ତାଲିକାରେ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ ।
ଶୁକ୍ରବାର ପରିବର୍ତ୍ତେ ଗୁରୁବାର ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଇଁ ଛୁଟି ଘୋଷଣାଏସୀୟ କ୍ରୀଡା: ଭାରତକୁ ଆଉ ଏକ ବ୍ରୋଞ୍ଜଆଜି ୪ଟା ଯାଏଁ ଗୃହ ମୁଲତବିକାନାଡ଼ା ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି, ଭାରତ ସହ ସମ୍ପର୍କ ଗୁରୁତ୍ଵପୂର୍ଣ୍ଣଘଡ଼ଘଡ଼ି ସହ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂଆଜିଠୁ ପୁଣି ଯାଞ୍ଚ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତାମୁଖ୍ୟମନ୍ତ୍ରୀଙ୍କ ବିବୃତି: ହେଲିକପ୍ଟର ବାବଦକୁ ସରକାର ଖର୍ଚ୍ଚ କରିଛନ୍ତି ୪୦ କୋଟିଅବପାତର ରୂପ ନେବ ଲଘୁଚାପ, ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷାଏସୀୟ କ୍ରୀଡ଼ାରେ ବନ୍ଧୁକ ଚାଳନା ପ୍ରତିଯୋଗିତା; ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକଖୁଦୁରୁକୁଣୀ ଓଷାକୁ କେନ୍ଦ୍ର କରି ବୋମାମାଡ: ୩ ଗୁରୁତର