ANS NEWS [email protected]

୧. ଆଜି ବସିଛି ଶ୍ରୀ ବନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ରାଜାଙ୍କ ଅଧ୍ୟକ୍ଷତାରେ ନୀଳାଚଳ ଭକ୍ତ ନିବାସରେ ବସିଛି ବୈଠକ ।
୨. ଗିରଫ ହେଲେ ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ର ।
୩. ଚାଲିଛି ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ । ସଂଧ୍ୟା୫ଟାରେ ଭୋଟ ପରେ ଆରମ୍ଭ ହେବ ଗଣତି ।
୪. ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା ।
୫. ଚନ୍ଦନପୁର ସ୍ଥିତ ୱାଣ୍ଡରୱାର୍ଲ୍ଡ ପରିସର ନିକଟରେ ଅଗ୍ନି ନିର୍ବାପକ ପ୍ରଶିକ୍ଷଣ ତଥା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
୬. ଅନୁଗୁଳ ଜିଲ୍ଲାରେ କଟ୍ରଂଗ ଗ୍ରାମବାସୀଙ୍କର ଆମରଣ ଅନଶନ ।
୭. ଆସନ୍ତା ୮ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦା ମୂଳକ ପରୀକ୍ଷା ଫଳ ।
୮. ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲ ମନ୍ଦରଡା ନିକଟସ୍ଥ ବୁଢୀଘାଟ ଜଙ୍ଗଲରେ ମଦ ରେଡ ବେଳେ ସଂଘ ବଦ୍ଧ ଆକ୍ରମଣ ଫଳରେ ତହସିଲଦାର ଙ୍କ ସମେତ ୫ଜଣ ଆହାତ ।
୯. ଅମୃତ ମହୋତ୍ସବର ଜାତୀୟ କମିଟିରେ ଯୋଗ ଦେବା ପାଇଁ ଆଜି ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ।
୧୦. ଯାଜପୁର ପୋଲିସ ହାତରେ ଧରାପଡିଲେ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଲୁଟୁଥିବା ଗ୍ୟାଙ୍ଗ ।

Leave A Reply

Your email address will not be published.

four × five =