You are currently viewing ANS NEWS SUPERFAST 2@10

ANS NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧.ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ୪୦ ନମ୍ବର ଜାତୀୟ ରାଜପଥ ଦ୍ୱାରଶୁଣୀ ଘାଟିରେ ଦୁର୍ଘଟଣା ଘଟି ୪ ଜଣ ଗୁରୁତର ହୋଇଛନ୍ତି ।
୨.ଶ୍ରୀକ୍ଷେତ୍ରରେ ଦିନ ଦ୍ୱିପହରରେ ବେଧଡକ ବିକ୍ରି ହେଉଛି ବ୍ରାଉନ ସୁଗାର ।
୩. କରୋନା ଗ୍ରାଫ ଉପରମୁହାଁ ।୨୪ ଘଣ୍ଟାରେ ବାହାରିଲେ ୧୧୨୨ କୋଭିଡ ପଜିଟିଭ ।
୪. ଆସନ୍ତା କାଲି ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ୱାଦଶ ସମେତ ଟର୍ମ-୨ ରେଜଲ୍ଟ ।
୫. ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ।
୬. ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଜନ୍ମ ମାଟିରେ ହେବ ଅଜୟ ପରିଡାଙ୍କ ଅନ୍ତିମ ସଂସ୍ମାର ।
୭. ବିଏମସିର ନୂଆ ଯୋଜନା । ଏବେ ଭୁବନେଶ୍ୱରରେ ରାତିରେ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିବେ କର୍ମୀ ।
୮. ଭଦ୍ରକ ଜିଲ୍ଲା ବାସୁଦେବପୁର ସାମ୍ବଦିକମାନେ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ବେଳେ କିଛି ଅସ।।ମାଜିକ ଯୁବକ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରିଛନ୍ତି । ଆହାତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ।
୯. କାଲିଠୁ ରାଜ୍ୟରେ ୩ ଦିନ ଯାଏଁ ବର୍ଷା ସମ୍ଭାବନା । ୨୦ ଜିଲ୍ଲ୍ଲାକୁ ୟୋଲୋୱାର୍ଣ୍ଣିଂ ।
୧୦. ଶିଲ୍ପପତି ଅରବିନ୍ଦ ଗୋୟଲ ଗରିବଙ୍କୁ ଦାନ କଲେ ୬୦୦ କୋଟିର ସ୍ଥାବର ଓ ଅସ୍ଥାବର

ଅନ୍ୟମାନଙ୍କୁ ଜଣାନ୍ତୁ।