You are currently viewing ANS NEWSSUPERFAST2@10

ANS NEWSSUPERFAST2@10

  • Post category:ଓଡିଶା
  • Reading time:1 mins read

୧.ରଥ ଉପରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଆଜି ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଦା ମୂର୍ତ୍ତି ।
୨. ପୁରୀ ରଥଯାତ୍ରା ଉପଲକ୍ଷେ ‘ୱାଣ୍ଟରୱାଲର୍ଡ’ ପାର୍କ ତରଫରୁ ମାଳତୀ ପାଟପୁର ଠାରେ ଶ୍ରଦ୍ଧାଳୁ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି ।
୩. ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟ ବିଧାନ ସଭାର ମୌସୁମୀ ଅଧିବେଶନ ।
୪. ଆସୁଛି ଲଘୁଚାପ । ୬ ତାରିଖ ଠାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ।
୫. କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୧ ଛୁଇଁଲାଣି ।
୬. କେନ୍ଦ୍ରପଡା ଗରଦପୁର ବ୍ଲକ ରାମଚନ୍ଦ୍ରପୁର ଗାଁରେ ବଜ୍ରପାତ ଫଳରେ ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି ।
୭. ଏକକ ବ୍ୟବହାର ଉପଯୋଗୀ ପଲିଥିନ ହେଲା ବ୍ୟାନ । ଆରମ୍ଭ ହେଲା ବିଏମସିର କାର୍ଯ୍ୟାନୁଷ୍ଠାନ ।
୮. ବିଜେବି କଲେଜ ଲେଡିଜ ହଷ୍ଟେଲରୁ ଯୁକ୍ତ ତିନି ପଢୁଥିବା ଜଣେ ଛାତ୍ରୀଙ୍କ ମୃତ ଦେହକୁ ଉଦ୍ଧାର କରିଛି ପୋଲିସ ।
୯. ଗୁଣ୍ଡିଚା ମନ୍ଦିରର ରୋଷଘରେ ୨୦ରୁ ଅଧିକ ଚୁଲି ଭାଙ୍ଗିଲେ ଦୁବୁର୍ତ୍ତ ।
୧୦. ଯାଜପୁର ଖରସ୍ରୋତା ନଦୀରୁ ମତ୍ସଜୀବିମାନେ ୬ଟି ୫୦ କିଲୋ ଓଜନ ପାଖାପାଖି ଏକ ମାଛକୁ ଧରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।