You are currently viewing ହଟିଲା ନାଇଟ କର୍ଫ୍ୟୁ,ଜାଣନ୍ତୁ କେଉଁ ଜିଲ୍ଲା

ହଟିଲା ନାଇଟ କର୍ଫ୍ୟୁ,ଜାଣନ୍ତୁ କେଉଁ ଜିଲ୍ଲା

  • Post category:ଓଡିଶା
  • Reading time:1 mins read

ନବରଙ୍ଗପୁର, ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ସତର୍କତା ପଦକ୍ଷେପସ୍ୱରୂପ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରିଥିଲେ ।ନବରଙ୍ଗପୁର ଜିଲ୍ଲାରେ ଗତ 25 ତାରିଖରୁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିଲା । ତେବେ ଜିଲ୍ଲାରେ ସେତେ ପରିମାଣର କରୋନା ପଜିଟିଭ ଚିହ୍ନଟ ନ ହେବାରୁ ନାଇଟ କର୍ଫ୍ୟୁ ସହ ସମସ୍ତ କଟକଣାକୁ ହଟାଇଦିଆଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରି ଅବଗତ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।