ଭଦ୍ରକ (ଏଏନଏସ)୧୭/୧୦, ଆଜି ଧାମ ନଗର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ । ଏବେ ନଜର ରିହିଛି ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ରାଜୁ ଦାସ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ କି ନାହିଁ । ଅନ୍ୟପଟେ ଗଣମାଧ୍ୟମ ଆଗରେ ପ୍ରାର୍ଥୀପତ୍ର ପତ୍ୟାହାର କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜୁ ଦାସ । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ରାଜୁ ଦାସ କହିଛନ୍ତି, ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନି । ମୁଁ କାହା ଚାପରେ ବସବର୍ତ୍ତୀ ହୋଇନି । ଧାମନଗରବାସୀଙ୍କ ଚାପରେ ବଶବର୍ତ୍ତୀ ହୋଇଛି । ଧାମନଗରର ପ୍ରତ୍ୟେକ ମାଆ ଏବଂ ବୟସ୍କ ଲୋକ ମତେ ପ୍ରେରଣା ଦେଉଛନ୍ତି । କହିଛନ୍ତି ତୁମେ ସ୍ୱାଭିମାନର ଲଢେଇ ପାଇଁ ଆଗକୁ ଗୋଡ କାଢ ଆମେ ତୁମ ସାଙ୍ଗରେ ରହିଛୁ, ଆମେ ତମ ସାଙ୍ଗରେ ଲଢିବୁ । କୌଣସି ପଦପଦବୀ ପାଇଁ ମୋର ଲୋଭ ନାହିଁ । ଜନଶକ୍ତି ଆଗରେ ସବୁ ଶକ୍ତି ଫେଲ ମାରିବ । ଲୋକଙ୍କ ସହ ରହିଛି, ଆଉ ଲୋକେ ବି ମୋ ସହିତ ରହିଛନ୍ତି । ମୋର ବିଜୟ ନିଶ୍ଚୟ ହେବ ।
ANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶବଢ଼ୁଛି କରୋନା ସଂକ୍ରମଣ