ରାଜ୍ୟରେ ୬ମାସ ପରେ କୋଭିଡ ମୃତ୍ୟୁ ସଂଖ୍ୟା ଶୂନ୍ୟ

ଭୁବନେଶ୍ୱର, ରାଜ୍ୟବାସୀଙ୍କ ପାଇଁ ଏକ ଆସ୍ୱସ୍ଥିକର ଖବର । ଦୀର୍ଘ ୬ମାସର ବ୍ୟବଧାନ ପରେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ୍ୟ । କେହିବି କରୋନା ସଂକ୍ରମିତ ମୃତ୍ୟୁବରଣ କରିନଥିବା ସୂଚନା ମିଳିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ତାସହିତ କୋଭିଡ଼ ଯୋଦ୍ଧାଙ୍କୁ ସାଲ୍ୟୁଟ କରାଯାଇଛି । ସେମାନଙ୍କ ସମର୍ପିତ କାର୍ଯ୍ୟ ପାଇଁ ରାଜ୍ୟ ଗର୍ବିତ ।

Leave A Reply

Your email address will not be published.