ଅନଲାଇନ୍ ଅବଢ଼ା ବିକ୍ରୀ: ଲିଙ୍ଗରାଜ ଥାନାରେ ଏତଲା

ଭୁବନେଶ୍ୱର, ଲିଙ୍ଗରାଜ ମନ୍ଦିରର ଅବଢ଼ା ଅନଲାଇନରେ ବିକ୍ରୀ ହେଉଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣା ନେଇ ବ୍ରାହ୍ମଣ ନିଯୋଗ ତରଫରୁ ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଏକ ଏତଲାା ଦିଆଯାଇଛି। ବିକ୍ରିରେ ସମ୍ପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲା ମାଧ୍ୟମରେ କୁହାଯାଇଛି। ତାସହ ତୁରନ୍ତ ଅଭିଯୁକ୍ତ କୁୁ ଗିରଫ କରିବାକୁ ଦାବି ହେଉଛି ।

Leave A Reply

Your email address will not be published.