ପୁଣି ଲିକ୍ ହେଲା OTET ପ୍ରଶ୍ନ ପତ୍ର ସହ ଉତ୍ତର ସିଟ୍

ମାଲକାନଗିରି(ଏଏନଏସ)୧୪/୧୦, ମାଲକାନଗିରିରେ ପୁଣି ଲିକ୍ ହେଲା OTET ପ୍ରଶ୍ନ ପତ୍ର ସହ ସଠିକ ଉତ୍ତର ସିଟ୍। ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଛି ଏହି ଉତ୍ତର ସିଟ୍ । ତେବେ ଏହି ଉତ୍ତର ସଠିକ କି ନାହିଁ ତାହା ସ୍ପଷ୍ଟ କରିନାହିଁ ପ୍ରଶାସନ।ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ପାଳଙ୍କୁ ପଚାରିବାରୁ ଜାଣି ନଥିବା କହିଥିଲେ। ଗତଥର ମଧ୍ୟ OTET ଉତ୍ତର ଖାତା ଲିକ୍ ହେବା ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା। ଆଜି ପୁଣି OTET ପରୀକ୍ଷା ହେଉଥିବା ବେଳେ ଉତ୍ତର ଲିକ୍ ହୋଇଯାଇଛି।

Leave A Reply

Your email address will not be published.