ଭୁବେନେଶ୍ୱର(ଏ ଏନ୍ ଏସ)୧୭/୧୦,ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଙ୍କୁ ଭେଟିଲେ ବିଜୁ ଶ୍ରମିକ ସାମୁଖ୍ୟ କର୍ମ କର୍ତ୍ତା ।। ଆଜି ବିଜୁ ଶ୍ରମିକ ସାମୁଖ୍ୟ ଭୁବନେଶ୍ୱର ଜିଲ୍ଲା ଶାଖା ସାଧାରଣ ସମ୍ପାଦକ ବିକ୍ରମ ନାୟକ ଙ୍କ ନେତୃତ୍ବରେ ୧୫ ଜଣ ରୁ ଅଧିକ ସଭ୍ୟ ନୂତନ ଭାବେ ଦାୟିତ୍ୱ ନେଥିବା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଲେଳିନ ମହାନ୍ତି ଙ୍କୁ ସାକ୍ଷାତ କରି ନୂତନ ପଦବୀ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ବଳିଷ୍ଠ ନେତ୍ତୃତ୍ୱ ପାଇଁ ନିଗମ ଲାଭବାନ ହେବ ବୋଲି ଆଶା ପୋଷଣ କରିଥିଲେ ,ଏହିପ୍ରତନିଧି ମଣ୍ଡଳୀରେ ଓଟିଡିସି କର୍ମଚାରୀ ସଂଘ ର ସାଧାରଣ ସମ୍ପାଦକ ଲଷ୍ମୀଧର ବାରିକ ଉପସ୍ଥିତ ରହି କର୍ମଚାରୀ ମାନ ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଧ୍ୟକ୍ଷ ଙ୍କ ସହ ଆଲୋଚନା କରିଥିଲେ ।
ଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକସ୍ୱାସ୍ଥ୍ୟପାଇଁ ଉପକାରୀ ଆମ୍ବପତ୍ର