କୋରାପୁଟ, କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଦଶହରା ଦିନ ଘଟିଛି ଅଘଟଣ । ଡଙ୍ଗାରେ ନଦୀ ପାର ହେଉଥିବାବେଳେ, ୩ଜଣ ନିଖୋଜ ହୋଇଯାଇଛନ୍ତି । ସୂଚନାଥାଉକି, ଡଙ୍ଗାରେ ବସି ପାଡ଼ୁଆ ନଦୀ ପାର ହୋଇ ଆରପାରିକୁ ଅନ୍ୟ ଏକ ଗାଁକୁ ଦଶହରା ଦେଖିବା ପାଇଁ ଯାଉଥିଲେ । କିନ୍ତୁ ଦୁର୍ଭାଗ୍ୟ ବସତଃ ଡଙ୍ଗାଟି ମଝି ନଦୀରେ ଓଲଟି ପଡ଼ିଥିଲା । ଉକ୍ତ ଡଙ୍ଗାରେ ୫ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ପହଁରି ନଦୀ କୂଳକୁ ଆସିଯାଇଥିବା ବେଳେ, ଅନ୍ୟ ୩ଜଣ ନିଖୋଜ ଅଛନ୍ତି । ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ