ଘୁଞ୍ଚିଲା ଏକକ ପିଜି ନାମଲେଖା Post published:November 5, 2020 Post category:ଓଡିଶା / ତାଜା ଖବର Reading time:1 mins read ଭୁବନେଶ୍ୱର, ଏକକ ପିଜି ପାଇଁ ଘୁଞ୍ଚିଲା ନାମଲେଖା ପ୍ରକ୍ରିୟା । ନଭେମ୍ବର ୧୦ରେ ପ୍ରକାଶ ପାଇବାକୁ ଥିବା ଏକକ ପିଜି ନାମଲେଖା ମେରିଟ ଲିଷ୍ଟ ୧୬ରେ ପ୍ରକାଶ ପାଇବ। ଏହାଛଡ଼ା ଡିସେମ୍ବର ୧୦ ସୁଦ୍ଧା ପିଜି ନାମଲେଖା ଶେଷ ହେବ ବୋଲି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଜଗନ୍ନାଥ ବଲ୍ଲଭ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଗଜପତି ମହାରାଜା November 3, 2023 ଟିକେଟ ପାଇଁ ଲମ୍ବା ଲାଇନ June 9, 2022 ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୋଲିସ ADG July 10, 2021 ଆଗାମୀ ବର୍ଷ ମଧ୍ୟ ନାଗାର୍ଜୁନ ବେଶରେ ଦର୍ଶନ ଦେଇପାରନ୍ତି ମହାପ୍ରଭୁ November 3, 2020
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଜଗନ୍ନାଥ ବଲ୍ଲଭ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଗଜପତି ମହାରାଜା November 3, 2023